ରାଜ୍ୟସ୍ତରୀୟ ଯୋଗ ସଂଜୀବନୀ ସାହିତ୍ୟ କର୍ମଶାଳା

ଅଷ୍ଟିନ ନ୍ୟୁଜ/କଟକ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ଯୋଗ ସଂଜୀବନୀ ସାହିତ୍ୟ କର୍ମଶାଳା ଏବଂ ନବବର୍ଷ ସ୍ଵାଗତ ଉତ୍ସବ କଟକ ସ୍ଥିତ ବଖରାବାଗ ,ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ଜିଲ୍ଲାରୁ କବି,କବୟିତ୍ରୀ,ସମାଜସେବୀ,ଯୋଗ ଗୁରୁ, ଶିକ୍ଷାବିତ୍ ଏବଂ ଡାକ୍ତର ଯୋଗଦାନ କରିଥିଲେ ।ଦୁଇଟି ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯୋଗଗୁରୁଙ୍କ ଦ୍ଵାରା ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରାଯାଇଥିଲା । କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ … Continue reading ରାଜ୍ୟସ୍ତରୀୟ ଯୋଗ ସଂଜୀବନୀ ସାହିତ୍ୟ କର୍ମଶାଳା